Where:

Hotel Taste Corner

Add to wishlist
Add to compare
Indian
Hotel Taste Corner on map
© OpenStreetMaps contributors
W557+2FJ
Bhawanipatna, Odisha, India
Add a photo
3 photos
The picture of interior and seo_images_cat_42 at Hotel Taste Corner
Add a photo
Add your opinion

If you like Indian cuisine, then this restaurant is worth checking out.

Frequently mentioned in reviews

Ratings of Hotel Taste Corner

Visitors' reviews on Hotel Taste Corner

/ 1
Translate reviews
Service Temporarily Unavailable Please try again later.
Add your review
Simanchal Sahoo Request content removal
1. ଏହି ହୋଟେଲ ରେ ଆମେ ଦୁଇଟା ସାଧା ମିଲ୍ ଅର୍ଡର୍ କରି ଖାଇଥିଲୁ। ସାଧା ମିଲ 60 ଟଙ୍କା ନେଉଥିଲେ। ଦ୍ଵିତୀୟ ଥର ଭାତ କିମ୍ବା ଡାଲି ପାଇଁ ଅଧିକ ପଇସା ଦେବାକୁ ପଡେନି। 2. ମାଗଣା ପିଇବା ପାଣି ମିଳିବ, ହେଲେ ଟେବୁଲ୍ ଉପରେ ଗୋଟେ ବି ଗ୍ଲାସ୍ ନଥିଲା, ବୋତଲ ଟେକିକି ପିଇବାକୁ ପଡ଼ିଲା, ଯାହା ଗୋଟେ ଛୋଟ ପିଲା ପାଇଁ ନିଶ୍ଚିତ ରୂପେ କଷ୍ଟକର। ପିଇବା ପାଣି ବୋତଲ ସେତେଟା ପରିଷ୍କାର ନଥିଲା। 3. ହୋଟେଲ୍ ର ସାମ୍ନା ଅପରିଷ୍କାର ଥିଲା। ଭିତର ଅବଶ୍ୟ ଠିକ୍ ଠାକ୍ ଥିଲା। 4. ଏକା ସାଙ୍ଗରେ 16 ଜଣ ପାଖାପାଖି ଲୋକ ବସିପାରିବାର ବ୍ୟବସ୍ଥା ଅଛି। 5. ଖାଦ୍ୟ ର ଗୁଣବତ୍ତା ଭଲ ଥିଲା, ଖଟା ଲୁଣିଆ ଲାଗିଲା ଆଉ ଭାତ ରୁ 4-5 ଟା ଗୋଡ଼ି ବାହାରିଲା। Service: Dine in Meal type: Lunch Price per person: ₹1–200 Food: 4 Service: 4 Atmosphere: 2
Indian
Hotel Taste Corner on map
© OpenStreetMaps contributors
W557+2FJ
Bhawanipatna, Odisha, India
Address
W557+2FJ, Bhawanipatna, Odisha, India
Features
Takeaway
Report incorrect information

Tasty dishes in Bhawanipatna

Restaurant features in Bhawanipatna

Updated on: